ଖେଳ23 ନଭେମ୍ବର ରୁ ବିଶାଖାପଟନମରେ ଓଡିଶା 6 ଟି ମ୍ୟାଚ ଖେଳିବ।Star Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240119 କଟକ (ଜୟନ୍ତ ରାଉତରାୟ ) : ସୟଦ ମୁସ୍ତାକ୍ ଅଲ୍ଲୀ ଟି ଟ୍ବେଣ୍ଟି କ୍ରିକେଟ ପାଇଁ 18 ଜଣିଆ ଓଡିଶା ଟିମ ଘୋଷିତ। ଗୋଦିନ୍ଦ ପୋଦାର ଅଧିନାୟକ. ଦଳରେ 5 ନୂଆ ମୁହଁ। 23...
ମନୋରଞ୍ଜନରାଜ୍ୟଝୁମିଲା କଟକ ଐତିହାସିକ ବାଲିଯାତ୍ରା ପଡିଆStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240122 ଷ୍ଟାରଓଡିଶାନ୍ୟୁଜ (କଟକ) : ଝୁମିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ।ବାଲିଯାତ୍ରା ପଡ଼ିଆର ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଲାଗି ଦର୍ଶକ ଙ୍କ...
ଜୀବନଚର୍ଯ୍ୟାମେଦ ବହୁଳତା କମାଏ କିସମିସ୍Star Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240173 ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : କିସମିସରେ ଅନେକ ପ୍ରକାର ସ୍ବାସ୍ଥ୍ୟପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍ ଭାବେ ହଜମ ହୁଏନି। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ...
ଦୁର୍ଘଟଣାପଳାଶୁଣୀ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 2024051 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର): ଦିନକୁ ଦିନ ରାଜଧାନୀରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ମଧ୍ୟ ହେଉଛି । ଏଥିମଧ୍ୟରେ ପୁଣି ଥରେ ପଳାଶୁଣୀ ଛକରେ ଦେଖିବାକୁ ମିଳିଛି ମର୍ମନ୍ତୁତ ଦୁର୍ଘଟଣା । ରାସ୍ତା...
ଦେଶ ବିଦେଶବାଣିଜ୍ୟଆମେରିକାରୁ ଆସିଲା ଆଦାନୀ ଲାଞ୍ଚ କାରବାର ଖବର, ସେୟାର ବଜାରରେ ହଇଚଇStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240297 ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : : ଗୁରୁବାର ପୁଣି ଥରେ ସେୟାର ବଜାରରେ ପତନ ଦେଖିବାକୁ ମିଳିଛି । ସେନସେକ୍ସ- ନିଫ୍ଟି ପୁଣି ଥରେ ତଳକୁ ଖସିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଇଣ୍ଡେକ୍ସ...
ଅପରାଧରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240115 ଷ୍ଟାରଓଡିଶାନ୍ୟୁଜ (ବାଲେଶ୍ୱର): ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲୁଟ-ତରାଜ ମାମଲା ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ବଡ଼ ଲୁଟ ଘଟଣା ସାମନାକୁ ଆସିଛି । ରାତି ଅଧରେ ଏଟିଏମ...
ରାଜନୀତିରାଜ୍ୟଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହ ମନ୍ତ୍ରୀ ଶାହStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240276 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ପିଏମ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଡିଜିପି କନଫରେନ୍ସରେ ଯୋଗ ଦେବେ ।...